ଭୁବନେଶ୍ୱର: କଙ୍ଗାରୁକୋର୍ଟ ନେଇ ସରକାରଙ୍କ କଡା ଆଭିମୁଖ୍ୟ ନେଇଛନ୍ତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କହିଛନ୍ତି, କଙ୍ଗାରୁକୋର୍ଟ ଭଳି ଘୃଣ୍ୟ ପ୍ରଥାକୁ ପ୍ରଶ୍ରୟ ଦିଆଯିବନି । କାଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି । କଙ୍ଗାରୁକୋର୍ଟ ଯିଏ କରିବ , ସେ ଦଣ୍ଡିତ ହେବ । ଆଇନକୁ ହାତକୁ ନେଲେ କଠୋର ଦଣ୍ଡବିଧାନ କରାଯିବ ।










