32.1 C
Bhubaneswar
Thursday, March 12, 2026
Homeଓଡିଶାପୁରୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପୁରୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଗୋଟିଏ ମହାନଗର ନିଗମ ପାଞ୍ଚ ପୌରପାଳିକା ପାଇଁ ବାହାରିଲା ବିଜ୍ଞପ୍ତି । ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଗଞ୍ଜାମ ଜିଲ୍ଲାର ୪ ପୌର ପାଳିକା ପାଇଁ ବାହାରିଲା ନୋଟିଫିକେସନ । ଭଞ୍ଜନଗର , ପୋଲସରା, କବିସୂର୍ଯ୍ୟ ନଗର ଏବଂ ଆସିକା ପୌର ପାଳିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତା ସହ ବୌଦ୍ଧ ଗଡ ପାଇଁ ମଧ୍ୟ ବାହାରିଛି ନୋଟିଫିକେସନ । ଏ ସମସ୍ତ ମହାନଗର ନିଗମ ଏବଂ ପୌରପାଳିକା ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking