33.1 C
Bhubaneswar
Monday, September 30, 2024
Homeଓଡିଶାଅନ୍ୟ ମାନଙ୍କୁ ବି ନୋଟିସ ହେଉ : ବିରଞ୍ଚି

ଅନ୍ୟ ମାନଙ୍କୁ ବି ନୋଟିସ ହେଉ : ବିରଞ୍ଚି

ଭୁବନେଶ୍ୱର : ଖାଲି ଆମକୁ ନୁହେଁ, ଅନ୍ୟ ମାନଙ୍କୁ ବି ନୋଟିସ ହେଉ କହିଲେ ଲିଟୁ । ସୋ କଜ ମୋଟିସ ନେଇ କର୍ପୋରେଟର ବିରଞ୍ଚି ମହାସୂପକାରଙ୍କ ମନ୍ତବ୍ୟ । ଯିଏ ବି ଭୁଲ କରିଛି ସମସ୍ତଙ୍କ ପ୍ରତି ସମାନ ଆଇନ ଲାଗୁ ହେଉ । କେବଳ କର୍ପୋରେଟର ନୁହେଁ, ଅନ୍ୟମାନଙ୍କୁ ବି ନୋଟିସ ହେଉ । ତଳୁ ଉପର ପର୍ଯ୍ୟନ୍ତ ଯେଉଁମାନେ ଦାୟୀ, ତାଙ୍କୁ ବି ନୋଟିସ ହେଉ । ଦଳ ବିରୋଧୀ କାର୍ଯ୍ୟ କି ବିଶୃଙ୍ଖଳା ଆଚରଣ ଆମେ କରିନୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking