14.1 C
Bhubaneswar
Saturday, December 6, 2025
Homeଓଡିଶାକଂଗ୍ରେସ ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ

କଂଗ୍ରେସ ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ

 ଭୁବନେଶ୍ୱର: ୫ କଂଗ୍ରେସ  ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ । ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋଷ, ଅଶୋକ ଦାସ ଓ ସି.ଏସ ରାଜନ ଏକ୍କାଙ୍କ ବିରୋଧରେ ନୋଟିସ  । ସ୍ୱାଧୀକାର ନୋଟିସ ଆଣିଲେ ବିଜେପି ବିଧାୟକ ପଦ୍ନଲୋଚନ ପଣ୍ଡା । ଅନାସ୍ଥା ନୋଟିସ ପୂର୍ବରୁ ମିଡିଆକୁ ସୂଚନା ଦେଇଥିବାରୁ ସ୍ୱାଧିକାର ଭଙ୍ଗ ନୋଟିସ ଦିଆଯାଇଛି ।ସୂଚନାଥାଉକି, ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ଗଣମାଧ୍ୟମ ଆଗରେ ଅନାସ୍ଥାକୁ ନେଇ କିଛି କଂଗ୍ରେସ ବିଧାୟକ ପ୍ରତିକ୍ରିୟା ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking