16.1 C
Bhubaneswar
Tuesday, February 10, 2026
Homeଓଡିଶାଭୋଟ ନଦେବା ବି ସମର୍ଥନ ଭଳି : ଭକ୍ତ

ଭୋଟ ନଦେବା ବି ସମର୍ଥନ ଭଳି : ଭକ୍ତ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନନେବା ପ୍ରସଙ୍ଗରେ  ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ବିଜେଡି ଯଦି ଭୋଟ ଦେବାରୁ ବିରତ ରୁହେ,  ତାହା ସମର୍ଥନ ଭଳି । ବିଜେଡି ଭୟରୁ ମୁକ୍ତ ହେବା ଦରକାର । ଏତେ ବଡ ଦଳକୁ ନଷ୍ଟ କରିବା କଥା ନୁହେଁ । ସୂଚନାଥାଉକି, ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ଭୋଟିଂରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି ।   ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି  ହୋଇଥିବା ସୂଚନା ମିଳିଛି । ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking