24.1 C
Bhubaneswar
Sunday, February 15, 2026
Homeଓଡିଶାଦୂର୍ଗାପୂଜା ଭସାଣରେ ଡିଜେ ମନା

ଦୂର୍ଗାପୂଜା ଭସାଣରେ ଡିଜେ ମନା

ଭୁବନେଶ୍ୱର : ଭୁବନେଶ୍ୱର ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି । ଭସାଣରେ ଲେଜର ଲାଇଟ ଓ ବାଣ ଫୁଟାଇବା ମନା  । କେବଳ ପାରମ୍ପରିକ ବାଜାରେ ମାଙ୍କ ଭସାଣି ହେବ । ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହେଲା । କମିଶନରେଟ ପୋଲିସ ବୈଠକରେ ନିଷ୍ପତ୍ତି ହେଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking