25.1 C
Bhubaneswar
Tuesday, March 17, 2026
Homeଓଡିଶାଟ୍ୱିନ ସିଟି ନୁହେଁ ଟ୍ରାଇ ସିଟି – ମନ୍ତ୍ରୀ

ଟ୍ୱିନ ସିଟି ନୁହେଁ ଟ୍ରାଇ ସିଟି – ମନ୍ତ୍ରୀ

ଭୁବନେଶ୍ୱର: ଟାଇମ୍ ପିରିୟଡ ଫିକ୍ସ ହେବ, ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ । କଟକ, ରାଉରକେଲା, ବ୍ରହ୍ମପୁରରେ ଅନେକ ଟିପି ସ୍କିମ୍ କରାଯିବ । ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା ହେଉଛି । କଟକ – ପୁରୀ –  ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ହେବ । ପୁରୀ ହେଉଛି ସମ୍ମାନ, ପ୍ରଭୁ ଜଗନ୍ନାଥ ଓଡିଶାର ପରିଚୟ, ପୁରୀକୁ ଛାଡି ପାରିବୁ ନାହିଁ । ଏନେଇ ଟାଉନ ପ୍ଲାନିଂ ସ୍କିମ୍ ନେଇ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking