25.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶଆତ୍ମହତ୍ୟା ନୁହେଁ, ସଂଗଠିତ ହତ୍ୟା: ରାହୁଲ

ଆତ୍ମହତ୍ୟା ନୁହେଁ, ସଂଗଠିତ ହତ୍ୟା: ରାହୁଲ

ନୂଆଦିଲ୍ଲୀ: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି । ଏହା ଆତ୍ମହତ୍ୟା ନୁହେଁ , ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କହିଲେ ରାହୁଲ । ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ୱର ଉଠାଇଲେ । କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା । ଅପମାନିତ କରାଗଲା । ନିରୀହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଗଲା । ଆଜି ଦେଶରେ ଝିଅମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking