35.1 C
Bhubaneswar
Monday, March 23, 2026
Homeଓଡିଶାଘଟଣାରେ ସଂଶ୍ଳିଷ୍ଟ ନାହିଁ: ଜଗନ୍ନାଥ

ଘଟଣାରେ ସଂଶ୍ଳିଷ୍ଟ ନାହିଁ: ଜଗନ୍ନାଥ

ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ବୟାନ ଦେଇଛନ୍ତି ଜଗନ୍ନାଥ ପ୍ରଧାନ । କହିଲେ ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ ଭାବେ ଘଟଣାରେ ସଂଶ୍ଳିଷ୍ଟ ନାହିଁ । କୋର୍ଟଙ୍କ ନିଷ୍ପତ୍ତି ପରେ ଏକଥା ସ୍ପଷ୍ଟ ହୋଇଛି । ଏଭଳି ଷଡଯନ୍ତ୍ର ବିରୋଧୀ କରିଥିଲେ । ରାଜ୍ୟ ସଭାପତିଙ୍କୁ ନିଶ୍ଚୟ ଭେଟିବି । ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି ଜଗନ୍ନାଥ ପ୍ରଧାନ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ।ଜାମିନ ପରେ ଜେଲରୁ ବାହାରିଛନ୍ତି ଜଗନ୍ନାଥ। ଜେଲ୍‌ରୁ ବାହାରିଲା ବେଳେ ସ୍ବାଗତ କରିଛନ୍ତି ଶୁଭେଚ୍ଛୁ, ସମର୍ଥକ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ। ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ସେଠାରେ ପହଞ୍ଚିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking