ପଶ୍ଚିମବଙ୍ଗ : ସିଆଲଦା କୋର୍ଟଙ୍କ ଦଣ୍ଡାଦେଶକୁ ନେଇ ସନ୍ତୁଷ୍ଟ ନୁହେଁ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦଣ୍ଡାଦେଶ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଏଭଳି ରାକ୍ଷସକୁ ଫାଶି ଦଣ୍ଡ ହେଉ ଚାହୁଁଥିଲି । ପ୍ରଥମ ଦିନରୁ ଚାହୁଁଥିଲି ଫାଶି ଦଣ୍ଡ ହେଉ । ଫାଶି ଦଣ୍ଡ ହୋଇଥିଲେ ମୋତେ ମୋତେ ଫାଶି ମିଳିଥାନ୍ତା ।