19.1 C
Bhubaneswar
Sunday, December 14, 2025
Homeଓଡିଶାବର୍ଦ୍ଧିତ ଦରମା ନ ନେବା, କେବଳ ରାଜନୀତି: କେଭି

ବର୍ଦ୍ଧିତ ଦରମା ନ ନେବା, କେବଳ ରାଜନୀତି: କେଭି

ଭୁବନେଶ୍ୱର: ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ପ୍ରତିକ୍ରିୟା । କେଭି କହିଛନ୍ତି ଯେ ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା । କାହିଁକି ଆସିଲେ ନାହିଁ, କାହିଁକି ତାଙ୍କ ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ, କେବଳ ରାଜନୀତି । ଅନ୍ୟପଟେ ବିଧାୟକ ଜୟନାରାୟଣ କହିଛନ୍ତି ଯେ ନବୀନ ବାବୁ ବହୁତ ଧନୀ, ଏ ସବୁ ଡ୍ରାମା । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା ।

ନବୀନଙ୍କ ଡ୍ରାମାକୁ କେହି ଗ୍ରହଣ କରୁନାହାନ୍ତି: ଜୟନାରାୟଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking