19.1 C
Bhubaneswar
Sunday, February 8, 2026
Homeଓଡିଶାଚଳିତ ବର୍ଷ ଗୋଟିଏ ବି ଟୋକନ ଲାପ୍ସ ହୋଇନି: ମନ୍ତ୍ରୀ

ଚଳିତ ବର୍ଷ ଗୋଟିଏ ବି ଟୋକନ ଲାପ୍ସ ହୋଇନି: ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଗୋଟିଏ ବି ଟୋକନ  ଲାପ୍ସ ହୋଇନି । ଏନେଇ ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ୧୬ ଲକ୍ଷ ୮୦ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ଗତବର୍ଷ ୪ ଲକ୍ଷ ଟୋକନ ଲାପ୍ସ ହୋଇଥିଲା । ସୂଚନା ଥାଉ କି, ବିଧାନସଭା ସ୍ୱାଭାବିକ ଚାଲିଛି । ତିନିଦିନର ବିରତି ପରେ ଗୃହ ହୋଇପାରେ ସରଗରମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking