16.1 C
Bhubaneswar
Sunday, January 5, 2025
Homeଅପରାଧ୪୯ ନୁହେଁ ଥିଲେ ୯୯ ପ୍ରେମିକା !

୪୯ ନୁହେଁ ଥିଲେ ୯୯ ପ୍ରେମିକା !

ଭୁବନେଶ୍ୱର : ରଙ୍ଗିଲା ସତ୍ୟଜିତ ସାମଲର ଖୋଲୁଛି ଗୁମର । ନକଲି ପୁଲିସ ଆଇଡି ସହ ପାସ୍‌ପୋର୍ଟ ଜବତ । ଭିଡିଓ ଭର୍ତ୍ତି ପେନଡ୍ରାଇଭ ଜବତ କଲା ପୁଲିସ । ଲାପଟପ,ଚେକବୁକ୍‌,ପାସବୁକ,ହାର୍ଡଡିସ୍କ ଜବତ ହୋଇଛି  ା ବିଭିନ୍ନ ବ୍ୟାଙ୍କ ଏଟିଏମ୍‌, ଷ୍ଟାମ୍ପ ପେପର ଜବତ ହୋଇଛି । ଅନେକ ମହିଳା ଓ ଯୁବତୀଙ୍କ ଫଟୋ ଜବତ ହୋଇଛି । ୮ଟି ଭାଷାରେ କଥାବାର୍ତ୍ତା କରିପାରେ ସତ୍ୟଜିତ । ଚନ୍ଦ୍ରଶେଖରପୁର ଭଡାଘରେ ତଲାସ କଲା ପୋଲିସ । ସାଉଦି ଆରବରୁ ଲଣ୍ଡନ ଯାଏଁ ବୁଲିଛି ଠକ ସତ୍ୟଜିତ । ୱେଟରରୁ ଆରମ୍ଭ କରି ମ୍ୟାନେଜର ଯାଏଁ କାମ କରିଛି ସତ୍ୟଜିତ । ବିଜେଶ ଯୁବତୀଙ୍କ ସହ ସମ୍ପର୍କ ନେଇ ଚାଲିଛି ଖୋଳତାଡ । ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking