24.1 C
Bhubaneswar
Sunday, December 7, 2025
Homeଓଡିଶାସେପ୍ଟେମ୍ବରରେ ଓଡିଶାରେ ସାଧାରଣ ବର୍ଷା: ଆଇଏମଡି

ସେପ୍ଟେମ୍ବରରେ ଓଡିଶାରେ ସାଧାରଣ ବର୍ଷା: ଆଇଏମଡି

ଭୁବନେଶ୍ୱର: ମାତ୍ର ଚଳିତ ସେପ୍ଟେମ୍ବରରେ ଭାରତରେ ସାଧାରଣରୁ ଅଧିକ ବର୍ଷା ହେବ । ସେପ୍ଟେମ୍ବର ଆରମ୍ଭ ସୁଦ୍ଧା ୧୦୭% ବର୍ଷା ହୋଇଛି, ସାଧାରଣଠୁ ୭% ଅଧିକ । ସାଧାରଣତଃ ୧୩ରୁ ୧୪ଟି ଲଘୁଚାପ ଓ ଅବପାତ ସୃଷ୍ଟି ହୋଇଥାଏ ।   ଏଥର ୧୬ଟି ଲଘୁଚାପ ଓ ଅବପାତ ହେବା ନେଇ ଆକଳନ ରହିଛି । ଲଘୁଚାପ ହେଲେ ଓଡିଶାର  ଦକ୍ଷିଣ- ପଶ୍ଚିମ ଭାଗରେ ଅଧିକ ବର୍ଷା ହୋଇଥାଏ । ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ କାଲି ସୁଦ୍ଧା ଉପକୂଳ ଅତିକ୍ରମ କରିବ । କିଛି ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking