30.1 C
Bhubaneswar
Wednesday, May 21, 2025
Homeଓଡିଶାଆମ ବିଧାୟକ କେହି ଗୃହକୁ ଯିବେନି – ତାରା

ଆମ ବିଧାୟକ କେହି ଗୃହକୁ ଯିବେନି – ତାରା

ଭୁବନେଶ୍ୱର : କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । କହିଛନ୍ତି, ଆମେ ବିଧାୟକ କେହି ଗୃହକୁ ଯିବେନି , ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିବେ । ଗୃହରେ ଯାହା ଘଟିଲା ଏହା ବିଜେପିର ଗଣତନ୍ତ୍ର ଓ ଓଡିଆ ଅସ୍ମିତା । ଅନେକ ସମୟରେ ମୁଁ ପ୍ରଶ୍ନ ପଚାରିଥିଲି , ତାଙ୍କୁ ବାଣ ଭଳିଆ ଭେଦିଥିଲା । ସୂଚନା ଅନୁସାରେ ଗତକାଲି ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ତାରା ବାହିନୀ ପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking