କୋରାପୁଟ: ଆମିଷ ବିକ୍ରି କଟକଣା ହଟାଇଲେ କୋରାପୁଟ ଜିଲ୍ଲାପାଳ । ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ନିଷେଧ ଲଗାଇଥିଲେ । ସୁନିଶ୍ଚିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।