18.1 C
Bhubaneswar
Monday, December 22, 2025
Homeଓଡିଶାଅଣ ନାଗରିକ ଓଡିଶାରେ ରହିବେ ନାହିଁ: ମନ୍ତ୍ରୀ

ଅଣ ନାଗରିକ ଓଡିଶାରେ ରହିବେ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଇଞ୍ଜିନିୟରିଂ ବିଭାଗ ଗୁଡିକ  ସହ ଆଲୋଚନା ହୋଇଛି  ା ବିଭିନ୍ନ  ଏଜେନ୍ସିରେ କାମ  କରୁଥିବା ବଂଲାଦେଶୀଙ୍କୁ ଚିହ୍ନଟ  କରାଯିବ । ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ । କୌଣସି  ଅଣ ନାଗରିକ  ଓଡିଶାରେ  ପହଞ୍ଚିପାରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking