30.1 C
Bhubaneswar
Tuesday, February 24, 2026
Homeଓଡିଶାଆଇନ ଉର୍ଦ୍ଧ୍ଵରେ କେହି ନୁହେଁ - ସୂର୍ଯ୍ୟବଂଶୀ

ଆଇନ ଉର୍ଦ୍ଧ୍ଵରେ କେହି ନୁହେଁ – ସୂର୍ଯ୍ୟବଂଶୀ

ଭୁବନେଶ୍ୱର:  ଆଇଏଏସ ବିଷ୍ଣୁପଦଙ୍କୁ ସମନ ପ୍ରସଙ୍ଗରେ ମନ୍ତ୍ରୀ ସୂରଜ  ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ରହିଛି । କହିଛନ୍ତି , ବିଷ୍ଣୁପଦଙ୍କୁ ହୋଇଥିବା ସମନ ବିଭାଗ ସମ୍ପର୍କିତ  ନୁହେଁ । ଯାହାକୁ ବି ସମନ ହେବ , ସଚିବ ହୁଅନ୍ତୁ କି ମନ୍ତ୍ରୀ , ଆଇନ ଉର୍ଦ୍ଧ୍ଵରେ କେହି  ନୁହେଁ । ଆଇନ ଯାହା ଥିବ ସେହି ଅନୁସାରେ କାଯ୍ୟାନୁଷ୍ଠାନ ହେବ । ଆଗକୁ ବିଭାଗରେ ରହିବେ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking