27.1 C
Bhubaneswar
Thursday, March 19, 2026
Homeଓଡିଶା୨ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର

୨ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର

ଭୁବନେଶ୍ୱର: ଆଗାମୀ ଦୁଇ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା । ୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ୍ ଥିଲା । ଜି. ଉଦୟଗିରି ରାତି ତାପମାତ୍ରା ୨.୫ ଡିଗ୍ରୀକୁ ଖସିଥିଲା । ଭୁବନେଶ୍ୱର ତାପମାତ୍ରା ମଧ୍ୟ ୯.୪କୁ କମି ଆସିଥିବା ସୂଚନା ମିଳିଛି । ପାଣିପାଗ ରିପୋର୍ଟ ଅନୁଯାୟୀ, ୧୯୫୨ ମସିହା ପରେ ଏହି ଜାନୁଆରୀ ଭୁବନେଶ୍ୱରରେ ତୃତୀୟ ସର୍ବନିମ୍ନ ତାପମାତ୍ରା। ପୂର୍ବ ରେକର୍ଡ ଅନୁଯାୟୀ ୫ ଜାନୁଆରୀ ୧୯୯୨ରେ ୮.୬° ତାପମାତ୍ରା, ୧୭ ଜାନୁଆରୀ ୨୦୦୩ରେ ୯° ତାପମାତ୍ରା, ୧୫ ଜାନୁଆରୀ ୨୦୧୨ରେ ୯.୩° ତାପମାତ୍ରା ଏବଂ ୧୯୫୨ ଜାନୁଆରୀରେ ୯.୪° ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି ପୁଣି ଥରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୯.୪° ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking