29.1 C
Bhubaneswar
Friday, October 18, 2024
Homeଓଡିଶାଭରତପୁର ମାମଲାରେ ମିଳିଲାନି ସୁରକ୍ଷା

ଭରତପୁର ମାମଲାରେ ମିଳିଲାନି ସୁରକ୍ଷା

ଭୁବନେଶ୍ବର: ଭାରତପୁର ଥାନାରେ ଆର୍ମି ମେଜର ଏବଂ ବାନ୍ଧବୀକୁ ଦୁର୍ବ୍ୟବହାର ମାମଲା । ଆଇ ଆଇ ସି ଙ୍କୁ ଛାଡି ଅନ୍ୟ ୪ ପୋଲିସ କର୍ମଚାରୀଙ୍କୁ ଆଗୁଆ ଜାମିନ ପ୍ରସଙ୍ଗ । ଅନ୍ତରଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ । କେସ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦେଶ । ଆସନ୍ତା ସପ୍ତାହରେ ହେବ ପରବର୍ତୀ ଶୁଣାଣି । ଆଜିର ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ଗୃହ ସଚିବ ରାଧାକୃଷ୍ଣ ଶର୍ମା, ADG କ୍ରାଇମବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ଥିଲେ । ଏହାସହ ଦୁଇ ତଦନ୍ତକାରୀ ଅଧିକାରୀ DSP ନିଳିମା ପଣ୍ଡା ଓ DSP ନରେନ୍ଦ୍ର ବେହେରା ମଧ୍ଯ ଉପସ୍ଥିତ ଥିଲେ । ନିକଟରେ ପୂରା ଟିମ୍ ଗୁଜୁରାଟ ଗାନ୍ଧୀନଗର ଯାଇ ପୂର୍ବତନ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ କରି ଫେରିଛି । ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ମଧ୍ଯ କରାଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନ ଦ୍ବିତୀୟ ବୈଠକ ଡକାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking