21.1 C
Bhubaneswar
Tuesday, February 3, 2026
Homeଓଡିଶାସମ୍ପତ୍ତି ତାଲିକା ନଦେଲେ ପ୍ରମୋଶନ ନାହିଁ

ସମ୍ପତ୍ତି ତାଲିକା ନଦେଲେ ପ୍ରମୋଶନ ନାହିଁ

ଭୁବନେଶ୍ୱର : ସମ୍ପତ୍ତି ତାଲିକା ନ ଦେଲେ ବାବୁଙ୍କର ହେବ ନାହିଁ ପ୍ରମୋଶନ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ଚିଠି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ସବୁ ବିଭାଗକୁ ଚିଠି ଲେଖିଲେ ଏସିଏସ ସୁରେନ୍ଦ୍ର କୁମାର । ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ରହିଛି ନିର୍ଦ୍ଦେଶ । ସସମ୍ପତ୍ତି ତାଲିକା ଦେବାକୁ ବହୁବାର ଜିଏ ବିଭାଗ ଚିଠି କରିଛି । ଅନେକ ବାବୁ ସମ୍ପତ୍ତି ତାଲିକା ଦେଇନଥିବା ଅଭିଯୋଗ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking