27.1 C
Bhubaneswar
Monday, March 30, 2026
Homeଓଡିଶାନବୀନଙ୍କୁ ଭେଟିବାରେ ଅସୁବିଧା ନାହିଁ: ଦେବୀ

ନବୀନଙ୍କୁ ଭେଟିବାରେ ଅସୁବିଧା ନାହିଁ: ଦେବୀ

ଭୁବନେଶ୍ୱର: ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ କଳିକେଶ ଭେଟିବା ପ୍ରସଙ୍ଗ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ କଳିକେଶ ଆମ ଦଳର ନେତା, ଭେଟିବାରେ କିଛି ଅସୁବିଧା ନାହିଁ । କଳିକେଶଙ୍କୁ ବଡ ଦାୟିତ୍ୱ ମିଳିବା ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ନବୀନ ନିବାସରେ ପହଞ୍ଚିଛନ୍ତି କଳିକେଶ ନାରାୟଣ ସିଂହଦେଓ । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ହେଉଥିଲା ଚର୍ଚ୍ଚା । ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ କରିଥିଲେ ସୁପାରିସ । ନବୀନ ନିବାସରେ ଏହି ସମୟରେ ଉପସ୍ଥିତ ଅଛନ୍ତି ପ୍ରତାପ ଜେନା ଓ ଦେବୀ ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking