ଭୁବନେଶ୍ୱର: ବଳଙ୍ଗା ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସରକାର ସବୁ ପଦକ୍ଷେପ ନେଇଥିଲେ, ଝିଅର ଜୀବନ ବଞ୍ଚିପାରିଲା ନାହିଁ । ବେଷ୍ଟ ଟ୍ରିଟମେଣ୍ଟ ତାଙ୍କୁ ଯୋଗାଇ ଦିଆଯାଇଛି । ସରକାର ଯାହା ପଦକ୍ଷେପ ନେଇଛନ୍ତି ସେଥିରେ ତାଙ୍କ ବାପା ଖୁସି । ବିରୋଧୀ ଦଳଙ୍କ କାମ ବିରୋଧ କରିବା । କାହା ଜୀବନକୁ ନେଇ ରାଜନୀତି ନହେଉ ।










