18.1 C
Bhubaneswar
Sunday, February 8, 2026
Homeଓଡିଶାକାହାକୁ ହେୟ ଜ୍ଞାନ କରିବା ଉଚିତ୍ ନୁହେଁ

କାହାକୁ ହେୟ ଜ୍ଞାନ କରିବା ଉଚିତ୍ ନୁହେଁ

ଭୁବନେଶ୍ୱର: କିଏ କେତେବେଳେ ଉପରକୁ ଉଠିବ କିଏ ପଡିବ ତାହା କେହି କହିପାରିବନି ,କାହାକୁ କେବେ ହେୟଜ୍ଞାନ କରିବା ଉଚିତ ନୁହେଁ, କାରଣ ଭଗବାନ ଙ୍କ ନୀତି ବିଚିତ୍ର, ଏହି ଦୁଇଟି ଫୋଟୋର ଥିବା ନେତାମାନଙ୍କୁ ଥରେ ଦେଖନ୍ତୁ, ସବୁକିଛି ବୁଝିଯିବେ, ଏହି ଫୋଟୋରେ ଦେଖନ୍ତୁ ଏକଦା ପଛରେ ଛିଡା ହୋଇଥିବା ନେତା ଆଜି ଆଗରେ ଓ ଆଗରେ ବସିଥିବା ନେତା ପଛଧାଡ଼ିରେ, ଏ ଫୋଟୋରେ ଦେଖନ୍ତୁ ଆଗଧାଡିରେ ବସିଛନ୍ତି ସୁଷମା ସ୍ୱରାଜ, ଏଲକେ ଆଡ଼ଭାନୀ, ନିତିନ ଗଡ଼କରୀ, ଓ ଅରୁଣ ଜେଟଲୀ, ପଛରେ ଛିଡ଼ାହୋଇଛନ୍ତି ନରେନ୍ଦ୍ର ମୋଦୀ, ଆଗଧାଡିରେ ଚୌକି ରେ ବସିଥିବା ନିତିନ ଗଡ଼କରୀ ଙ୍କ କାନରେ କଣ କହୁଛନ୍ତି, ଆଗରେ ବସିବାକୁ ସୁଯୋଗ ପାଇନଥିବା ମୋଦୀ ଏବେ ଦେଶର ପ୍ରଧାନମନ୍ତ୍ରୀ,ଆଗଧାଡିର ନେତାମାନେ ତାଙ୍କ ଇସାରାରେ ପରିଚାଳିତ, ସେହିପରି ଏ ଫୋଟୋରେ ଦେଖନ୍ତୁ, ଆଗରେ ବସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଶମୀର ମହାନ୍ତି ଓ ଗୋଲକ ମହାପାତ୍ର ଆଉ ପଛରେ ଛିଡା ହୋଇଛନ୍ତି ମୋହନ ମାଝୀ, ଏବେ ଶ୍ରୀ ମାଝୀ ଓଡିଶା ର ମୁଖ୍ୟମନ୍ତ୍ରୀ ଆଉ ଆଗଧାଡିର ନେତାମାନ ଙ୍କୁ ତାଙ୍କ ଇସାରା କୁ ଅପେକ୍ଷା କରିବାକୁ ପଡୁଛି, ଆମ ଗଣତନ୍ତ୍ର କୁ ଧନ୍ୟବାଦ ଦେବା କଥା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking