21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶକେହି ଖୁସିରେ ରିକ୍ସା ଟାଣନ୍ତି ନାହିଁ : ସୁପ୍ରିମକୋର୍ଟ

କେହି ଖୁସିରେ ରିକ୍ସା ଟାଣନ୍ତି ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେହି ଖୁସିରେ ରିକ୍ସା ଟାଣନ୍ତି ନାହିଁ କହି ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ ।  ପସନ୍ଦରେ ନୁହେଁ, ବାଧ୍ୟବାଧକତାରେ ରିକ୍ସା ଟାଣନ୍ତି କହିଲେ ପ୍ରଧାନ ବିଚାରପତି ।  ଏହା ଏକ ଅମାବନୀୟ କାଯ୍ୟ , ଇ- ରିକ୍ସାର ବ୍ୟବସ୍ଥା କରାଯିବା ଦରକାର । ସାମାଜିକ ନ୍ୟାୟ ଓ ସମ୍ମାନ ଦେବା ପାଇଁ ଥଇଥାନ ବ୍ୟବସ୍ଥା କରିବା ଦରକାର ।  ହାତରେ ରିକ୍ସା ଟାଣିବା ଅନୁମତି ମାନବିକ  ମଯ୍ୟାଦା କ୍ଷୁଣ୍ଣ କରୁଛି ।  ଏହା ଦ୍ୱାରା ସାମ୍ବିଧାନିକ , ସାମାଜିକ, ଆର୍ଥିକ ସୁରକ୍ଷା ମଧ୍ୟ କ୍ଷୁଣ୍ଣ ହେଉଛି । ମହାରାଷ୍ଟ୍ର ମାଥାରନରେ ୪୫ ବର୍ଷ ତଳେ ବନ୍ଦ ପାଇଁ  କହିଥିଲେ ସର୍ୱୋଚ୍ଚ କୋର୍ଟ । ସ୍ୱାଧୀନତାର ୭୮  ବର୍ଷ ପରେ ଚାଲୁ  ରହିବା ସାମ୍ବାଧାନିକ ସୁରକ୍ଷା କ୍ଷୁଣ୍ଣ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking