22.1 C
Bhubaneswar
Sunday, December 14, 2025
Homeଓଡିଶାନବୀନଙ୍କ ଡ୍ରାମାକୁ କେହି ଗ୍ରହଣ କରୁନାହାନ୍ତି: ଜୟନାରାୟଣ

ନବୀନଙ୍କ ଡ୍ରାମାକୁ କେହି ଗ୍ରହଣ କରୁନାହାନ୍ତି: ଜୟନାରାୟଣ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା ଘୋଷଣା । ନବୀନଙ୍କୁ ଆକ୍ଷେପ କଲେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକ ଜୟନାରାୟଣ କହିଛନ୍ତି ଯେ ନବୀନ ବାବୁ ବହୁତ ଧନୀ, ଏ ସବୁ ଡ୍ରାମା । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି । ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା । ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ କଲେ । ସେ ଆହୁରି କହିଛନ୍ତି ଯେ ବିଧାନସଭା ଅଧିବେଶନ ଆଲୋଚନାରେ ଭାଗ ନେଇ ପାରିଥାନ୍ତେ । ବିରୋଧ କରିଥିଲେ, ସରକାର ବିଲ୍‌କୁ ପ୍ରତ୍ୟାହାର କରି ନେଇଥାନ୍ତେ ।

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking