ଭୁବନେଶ୍ୱର: ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗକୁ ନେଇ ବିଜେଡି ନେତା ଭୂପିନ୍ଦରସିଂଙ୍କ ବଡ ବୟାନ । କହିଲେ ଦଳରେ କାହାର ଏଭଳି ଶକ୍ତି ନାହିଁ ଯେ ଜଣେ କୌଣସି ନିଷ୍ପତ୍ତି ବଦଳାଇ ଦେଇପାରିବ । ଏହା ପଛରେ ଯିଏ ସେମାନଙ୍କୁ ବାହାର କରାଯାଉ । ଦଳରେ କାଳ ବୈଶାଖୀ ଚାଲିଛି । ପବନ ଟିକେ ଅଧିକ ହେଉଛି । ୱାକଫ୍ ବିଲ୍କୁ ବିଜେଡିର ସମର୍ଥନ ଭୁଲ ମେସେଜ ଯାଉଛି । ନବୀନଙ୍କର ସବୁ ଧର୍ମ ପ୍ରତି ସମ୍ମାନ ରହିଛି ।