25.1 C
Bhubaneswar
Tuesday, December 30, 2025
Homeଓଡିଶାନୂଆବର୍ଷ ଶୁଭେଚ୍ଛା ପାଇଁ କାର୍ଯ୍ୟାଳୟ ଆସନ୍ତୁନି: ମୁଖ୍ୟମନ୍ତ୍ରୀ

ନୂଆବର୍ଷ ଶୁଭେଚ୍ଛା ପାଇଁ କାର୍ଯ୍ୟାଳୟ ଆସନ୍ତୁନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ । ନୂଆବର୍ଷର ପ୍ରଥମ ଦିନ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ କରିଛନ୍ତି । କର୍ମଚାରୀ ମଧ୍ୟ ଅଫିସ୍ ସମୟରେ ଶୁଭେଚ୍ଛା କାର୍ଯ୍ୟକ୍ରମରେ ସାମିଲ ନ ହୁଅନ୍ତୁୁ । ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି ଅଫିସ୍ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ । ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସିଲେ ଉପହାର ଆଣିବେନି । ଆପଣଙ୍କ ସଦିଚ୍ଛା ଓ ଆର୍ଶୀବାଦ ମୋର ଏକାନ୍ତ କାମ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking