26.1 C
Bhubaneswar
Monday, March 9, 2026
Homeଓଡିଶାଆଉ ଖୋଲିବନି ନୂଆ ସବ-ଟ୍ର୍ରେଜରୀ: ମନ୍ତ୍ରୀ

ଆଉ ଖୋଲିବନି ନୂଆ ସବ-ଟ୍ର୍ରେଜରୀ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ ଟ୍ରେଜରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନମନ୍ତ୍ରୀ । ଏବେ ସବୁ ଟ୍ରେଜରୀ କାମ ଅନଲାଇନ ମାଧ୍ୟମରେ ହେଉଛି । ପେନସନରୁ ଆରମ୍ଭ କରି ଚାଲାଣ ଓ ବିଲ ଅନଲାଇନରେ ହେଉଛି । ଇ- ଭାଉଚରରେ ସବୁ ହେଉଥିବାରୁ ଆଉ ସବ- ଟ୍ରେଜରୀ ଖୋଲିବ ନାହିଁ । ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରୀ ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking