25.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶୱାକଫ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ: ସୁପ୍ରିମ କୋର୍ଟ

ୱାକଫ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ୱାକଫ ସଂଶୋଧନ ଆଇନକୁ ନେଇ  ସୁପ୍ରିମକୋର୍ଟରେ ଶୁଣାଣି । ସଂପୂର୍ଣ୍ଣ ଆଇନ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିକୋର୍ଟ । କିଛି ଧାରା ଉପରେ ରୋକ ଲଗାଇଲେ ସବ୍ୱେର୍ାଚ୍ଚ କୋର୍ଟ । ୫ ବର୍ଷ ଜରୁରୀ ଥିବା ପ୍ରାବଧାନ ଉପରେ  ଲାଗିଲା କଟକଣା । ୱାକଫ ଆଇନର ଅନୁଚ୍ଛେଦ ୩୭୪ ଉପରେ ଲାଗିଲା ରୋକ ।  ରାଜସ୍ୱ  ରେକର୍ଡ ସମ୍ବନ୍ଧୀୟ ଧାରାରେ ଲାଗିଲା କଟକଣା । ୱାକଫ ଆଇନର ନେଇ ପୈସଲା ନାହିଁ କହିଛନ୍ତି ସୁପ୍ରିମକୋର୍ଟ । ୱାକଫ  ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ  ଅଣମୁସଲିମ । ସଂପୂଣ୍ଣ ଆଇନରେ ରୋକ ଲଗାଇବାର ଆବଶ୍ୟକତା ନାହିଁ । ବିବାଦର ସମାଧାନ କରିପାରିବେ ନାହିଁ ଜିଲ୍ଲାପାଳ ।  ୱାକଫ ବୋର୍ଡର ସିଇଓ ଜଣେ ମୁସଲିମ ହେବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking