18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଅକ୍ଟୋବର ୧୮ରେ ଆମେରିକାରେ ‘ନୋ କିଙ୍ଗସ୍‌’ ପ୍ରତିବାଦ

ଅକ୍ଟୋବର ୧୮ରେ ଆମେରିକାରେ ‘ନୋ କିଙ୍ଗସ୍‌’ ପ୍ରତିବାଦ

ୱାଶିଂଟନ: ଯେତେବେଳେ ଆମେ ‘ନୋ କିଙ୍ଗ୍ସ’ ଭଳି ସ୍ଲୋଗାନ ଶୁଣୁ, ଏହା ରାଜତନ୍ତ୍ର, ଏକଛତ୍ରବାଦ କିମ୍ବା ସ୍ୱେଚ୍ଛାଚାରିତାର ବିରୋଧକୁ ପ୍ରତୀକ କରେ। ଅକ୍ଟୋବର ୧୮ ତାରିଖରେ ଆମେରିକାରେ ‘ନୋ କିଙ୍ଗ୍ସ’ ଦିବସ ଭାବରେ ଏକ ଜାତୀୟ ପ୍ରଦର୍ଶନ ଅନୁଷ୍ଠିତ ହେଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହା କେବଳ ଏକ ପ୍ରତିବାଦ ନୁହେଁ, ବରଂ ଗଣତନ୍ତ୍ର, ନାଗରିକ ଅଧିକାର ଏବଂ କ୍ଷମତାର ଅପବ୍ୟବହାରକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ପ୍ରତୀକାତ୍ମକ ଆନ୍ଦୋଳନ। ଏହି ପ୍ରତିବାଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୁଦ୍ଧରେ ହେବାକୁ ଯାଉଛିା ପ୍ରଦର୍ଶନ ସମୟରେ, ଲକ୍ଷ ଲକ୍ଷ ଲୋକ ୨୫୦୦ରୁ ଅଧିକ ସ୍ଥାନରେ ଏକତ୍ରିତ ହେବୋ ଏହି ପ୍ରଦର୍ଶନଗୁଡିକ ୱାଶିଂଟନ, ଡିସିର କ୍ୟାପିଟାଲ ବାହାରେ ଏବଂ ବୋଷ୍ଟନ, ନ୍ୟୁୟର୍କ, ଆଟଲାଣ୍ଟା, କାନସାସ ସିଟି, ସାନ ଫ୍ରାନ୍ସିସ୍କୋ, ଚିକାଗୋ, ନ୍ୟୁ ଅରଲିନ୍ସ ଏବଂ ମୋଣ୍ଟାନାର ବୋଜେମାନରେ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking