23.1 C
Bhubaneswar
Wednesday, December 31, 2025
Homeଓଡିଶାଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଗଣଦୌଡ ମନା

ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଗଣଦୌଡ ମନା

ଭୁବନେଶ୍ୱର: ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଗଣଦୌଡ ବାରଣ କଲା କମିଶନରେଟ୍ ପୋଲିସ । ବେହେରା ସାହି ଛକଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଗଣଦୌଡ ମନା । ଏନେଇ ବିକଳ୍ପ ରାସ୍ତା ବାଛିବାକୁ ଆୟୋଜକମାନଙ୍କୁ ପରାମର୍ଶ । କଳିଙ୍ଗ ଷ୍ଟାଡିୟମଠାରୁ ନନ୍ଦନକାନନ ଯାତାୟତ ପ୍ରଭାବିତ ହେଉଥିବାରୁ ପରାମର୍ଶ ଜାରି କରାଯାଇଛି । ଆୟୋଜକ ଅନୁମତି ପାଇଁ ଦାଖଲ କରିବା ସହ ସ୍ୱୀକୃତି ପତ୍ରକୁ ଅପେକ୍ଷା କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking