14.1 C
Bhubaneswar
Monday, January 12, 2026
Homeଓଡିଶାଖୁବଶୀଘ୍ର ଓଡିଶା ଆସିବେ ନିତିନ ନବୀନ: ମନମୋହନ

ଖୁବଶୀଘ୍ର ଓଡିଶା ଆସିବେ ନିତିନ ନବୀନ: ମନମୋହନ

ଭୁବନେଶ୍ୱର: ଖୁବଶୀଘ୍ର ଓଡିଶା ଆସିବେ ବିଜେପି କାର୍ଯକାରୀ ସଭାପତି ନିତିନ ନବୀନ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସୂଚନା ଦେଇ ସେ କହିଛନ୍ତି ଯେ ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା । ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲି । ନିଗମ ବୋର୍ଡ ନେଇ ଆଲୋଚନା ହୋଇଛି, ଖୁବଶୀଘ୍ର ଘୋଷଣା ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking