ନୂଆଦିଲ୍ଲୀ: ୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଶିବେଶ କୁମାର ମଧ୍ୟ ବିହାରରୁ ଦ୍ୱିତୀୟ ପ୍ରାର୍ଥୀ । ଆସାମରୁ ତେରାଶ ଗୋୱାଲା, ଜୋଗେନ ମୋହନ ପ୍ରାର୍ଥୀ । ଛତିଶଗଡରୁ ଲକ୍ଷ୍ମୀ ବର୍ମା , ହରିୟାଣାରୁ ସଞ୍ଜୟ ଭାଟିଆ ପ୍ରାର୍ଥୀ , ପଶ୍ଚିମବଙ୍ଗରୁ ରାହୁଲ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।










