33.1 C
Bhubaneswar
Tuesday, March 31, 2026
Homeଓଡିଶାନିଶିକାନ୍ତଙ୍କୁ ଗିରଫ କରାଯାଉ: କାଡାମ

ନିଶିକାନ୍ତଙ୍କୁ ଗିରଫ କରାଯାଉ: କାଡାମ

ଭୁବନେଶ୍ୱର: ନିଶିକାନ୍ତ ଦୁବେଙ୍କୁ ଦେଶଦ୍ରୋହ ଆଇନରେ ଗିରଫ କରାଯାଉ । ଗିରଫ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଓଡିଶାର ସ୍ୱାଭିମାନ ହେଉଛନ୍ତି ବିଜୁ ପଟ୍ଟନାୟକ । ପାରାଦୀପ ବନ୍ଦର ଓ ହାଲ ହେଉଛି ବିଜୁ ବାବୁଙ୍କ ଅବଦାନ । ଓଡିଶା ପ୍ରତି ପଣ୍ଡିତ ନେହରୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ଏପଟେ ସମାନ ପ୍ରସଙ୍ଗକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଭଳି ମନ୍ତବ୍ୟ ଅପରିଣାମଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହେଁ । ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି । ଆଉ କେହି ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ନଦେବାକୁ ଅନୁରୋଧ କରାଯାଉଛି । ଏହାକୁ ନେଇ ରାଜନୀତି କଲେ ବିଜୁଙ୍କ ସମ୍ମାନ ପ୍ରତି ଆଘାତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking