17.1 C
Bhubaneswar
Saturday, February 14, 2026
Homeଓଡିଶାଚିର ସ୍ମରଣୀୟ ହୋଇ ରହିବେ ନିରଞ୍ଜନ ରଥ

ଚିର ସ୍ମରଣୀୟ ହୋଇ ରହିବେ ନିରଞ୍ଜନ ରଥ

ଭୁବନେଶ୍ୱର: ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ, ପ୍ରକାଶକ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କରବିୟୋଗରେ ‘ବିଶ୍ୱଓଡ଼ିଆ ପରିବାର’ ତରଫରୁ ଆଜିଭୁବନେଶ୍ୱରଠାରେ ଏକ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତହୋଇଯାଇଛି । ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତସ୍ମୃତିସଭାରେବିଶିଷ୍ଠବ୍ୟକ୍ତିମାନେ ଶ୍ରଦ୍ଧାସୁମନ ଅର୍ପଣକରିଥିଲେ । ନିଜରମହାନ କାର୍ଯ୍ୟ ପାଇଁସ୍ୱର୍ଗତ ରଥ ଚିରସ୍ମରଣୀୟହୋଇରହିବେବୋଲିବକ୍ତାମାନେ କହିଥିଲେ । ଜଣେସାଧାରଣମଣିଷ, ମିଷ୍ଟଭାଷୀ, ପରୋପକାରୀ ତଥା ବିଭିନ୍ନସ୍ତରରେ ଉଚ୍ଚ ପଦବୀରେ ଥାଇ ମଧ୍ୟ ତାଙ୍କରଜୀବନ ଶୈଳୀ ଥିଲା ଅତ୍ୟନ୍ତ ସରଳ । ବିଶେଷକରି ‘ବିଶ୍ୱଓଡ଼ିଆ ପରିବାର’ ସହିତତାଙ୍କରସମ୍ପର୍କ ଅତି ନିବିଡ଼ ଥିଲା । ଅନୁଷ୍ଠିତସ୍ମୃତିସଭାରେଡଃ ପ୍ରୀତିପ୍ରତିଭାଭୋଳ, ରୀନାରଥ, ଅପର୍ଣ୍ଣା ନାୟକ, ଆରତୀମିଶ୍ର, ସଂଗୀତମାଝୀ, ରାଜମିତ୍ରା ପ୍ରହରାଜ, ରାଜମିତ୍ରା ପ୍ରହରାଜ, ସ୍ୱାଗତିକା ଧଳ, କୁଳମଣୀରାଉତ, ଡଃହାଡ଼ିବନ୍ଧୁ ପାଣିଗ୍ରାହୀ, ସାଧୁଚରଣବେହେରା, ବିଜୟକୁମାରସ୍ୱାଇଁ, ଭବାନୀ ପ୍ରସାଦ ମିଶ୍ର, ସୁରେଶକୁମାରସାହୁ, ସୁବ୍ରତ ନାୟକ, ଡାକ୍ତର ପ୍ରତାପ ପାଣି ପ୍ରମୁଖସ୍ୱର୍ଗତ ରଥଙ୍କ ରଗୁଣାବଳୀ ବର୍ଣ୍ଣନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking