ଭୁବନେଶ୍ୱର : ନବ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି କହିଲେ ଜୟନାରାୟଣ । । ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ଚାପ ପ୍ରୟୋଗ କରିବି । ଯିଏ ଷଡଯନ୍ତ୍ରକାରୀ , ସେମାନେ ନିଶ୍ଚିତ ଦଣ୍ଡ ପାଇବେ । ହତ୍ୟାର କାରଣ ଯାହା ହେଇ , ହତ୍ୟା ସବୁବେଳେ ହତ୍ୟା ।