28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଅଳ୍ପକେ ବର୍ତ୍ତିଲେ ୯ ଜଣ ମତ୍ସ୍ୟଜୀବୀ

ଅଳ୍ପକେ ବର୍ତ୍ତିଲେ ୯ ଜଣ ମତ୍ସ୍ୟଜୀବୀ

ପଶ୍ଚିମବଙ୍ଗ:ଓଡିଶା ପଶ୍ଚିମବଙ୍ଗ ସୀମାରେ  ଥିବା   ଦିଘା ବେଳାଭୁମିରେ   ଏକ ଟ୍ରଲରର ଯାନ୍ତ୍ରିକ ତ୍ରୁଟି କାରଣରୁ  ଶନିବାର ଦିନ  ସମୁଦ୍ରରେ ବୁଡି ଯାଇଛି ।  ତେବେ ଏଥିରେ ଥିବା ୯ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶୁକ୍ରବାର ଅପରାହ୍ନରେ ୯ଜଣ ମତ୍ସ୍ୟଜୀବୀ ଦିଘା ସମୁଦ୍ରଳକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ପରେ ଫେରୁଥିବାବେଳେ ଟ୍ରଲରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ସମୁଦ୍ରରେ ବୁଡ଼ି ଯାଇଥିଲା।ସେମାନଙ୍କୁ ଏକ ସ୍ପିଡ୍ ବୋଟ୍ ଦ୍ବାରା ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତ ମତ୍ସଜୀବୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking