22.1 C
Bhubaneswar
Monday, December 15, 2025
Homeଓଡିଶାରାତି ଆମ ପାଇଁ ଚ୍ୟାଲେଞ୍ଜ: ଡିସିପି

ରାତି ଆମ ପାଇଁ ଚ୍ୟାଲେଞ୍ଜ: ଡିସିପି

ଭୁବନେଶ୍ୱର: ମହାଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ । ବର୍ତ୍ତମାନ ସୁଦ୍ଧା ୫୦ ହଜାର ଶ୍ରଦ୍ଧାଳୁ ଦର୍ଶନ କଲେଣି । ଗୋଟିଏ ଦ୍ୱାରରେ ଯିବାଆସିବା ପାଇଁ ଭିଡ ଅସମ୍ଭାଳ । ରାତି ଆମ ପାଇଁ ଅଧିକ ଚ୍ୟାଲେଞ୍ଜ । ଆଶାଠୁ ଅଧିକ ଶ୍ରଦ୍ଧାଳୁଙ୍କ ଯୋଗୁଁ ଭିଡ ନିୟନ୍ତ୍ରଣ ହୋଇପାରିଲାନି । ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking