17.1 C
Bhubaneswar
Tuesday, December 9, 2025
Homeଓଡିଶାମହାନଦୀରେ ବୁଡି ପୁତୁରା ମୃତ, ଦାଦା ନିଖୋଜ

ମହାନଦୀରେ ବୁଡି ପୁତୁରା ମୃତ, ଦାଦା ନିଖୋଜ

ଜଗତିସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଏକ ବଡ ଅଘଟଣର ଖବର ସାମ୍ନାକୁ ଆସିଛି । ମହାନଦୀରେ ବୁଡିଗଲେ ଦାଦା ପୁତୁରା । ମହାନଦୀରେ ବୁଡି ପୁତୁରା ମୃତ୍ୟୁବରଣ କରିଥିବା ବେଳେ ଦାଦା ନିଖୋଜ ଥିବା ନେଇ ସୂଚନା ମିଳିଛି । ଶୁଦ୍ଧିକ୍ରିୟା ବେଳେ ତାର୍ତ୍ତୋଲ ବ୍ରିଜ ନିକଟରେ ଘଟିଛି ଏହି ଅଘଟଣ । ଘଟଣା ଅନୁସାରେ, ପ୍ରଥମେ ପୁତୁରା ବୁଡି ଯାଇଥିଲା, ତାକୁ ଉଦ୍ଧାର କରିବାକୁ ଯାଇ ଦାଦା ନିଖୋଜ ଅଛନ୍ତି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦାଦାକୁ ଖୋଜଖୋଜି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking