17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶନିକୋଲସ୍ ପୁରନ୍‌ଙ୍କ ଅବସର

ନିକୋଲସ୍ ପୁରନ୍‌ଙ୍କ ଅବସର

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ପୂର୍ବତନ ଟି-୨୦ ଅଧିନାୟକ ନିକୋଲାସ ପୁରନ୍ ଙ୍କ ଅବସର  । ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ନିକୋଲାସ ପୁରନ୍ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫  ସିଜିନରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପାଇଁ ସଦ୍ୟତମ ଅବସର ଗ୍ରହଣ କରିଥିବା ବ୍ୟାଟ୍ସମ୍ୟାନ୍ ନିକୋଲାସ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି । ପୁରନ୍ କହିଛନ୍ତି ଯେ ଦଳର ନେତୃତ୍ୱ ନେବାର ସୁଯୋଗ ପାଇବା ତାଙ୍କ ପାଇଁ ଏକ “ବିଶେଷାଧିକାର” ଥିଲା। ପୂରନ ୱେଷ୍ଟଇଣ୍ଡିଜ ପାଇଁ ୧୦୬ ଏକଦିବସୀୟ ଓ ୬୧ ଟି-୨୦ ଖେଳିଛନ୍ତି । ଖେଳି ଏବଂ ଦୁଇଟି ଫର୍ମାଟରେ ୪୦୦୦ ରୁ ଅଧିକ ରନ ସଂଗ୍ରହ କରି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ଘଟାଇଛନ୍ତି। ସେ ଅନ୍ତର୍ଜାତୀୟ ଟି-20ରେ ୱେଷ୍ଟଇଣ୍ଡିଜ୍ ପାଇଁ ସର୍ବାଧିକ ରନ ସ୍କୋର  କରିଛନ୍ତି। ଏଥର ଆଇପିଏଲରେ ପାଞ୍ଚ ସାହରୁ ଅଧିକ ରନ ସଂଗ୍ରହ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking