33.1 C
Bhubaneswar
Wednesday, May 7, 2025
Homeଓଡିଶାପ୍ରଶାନ୍ତ ଘରେ ଏନଆଇଏ ଟିମ୍‌

ପ୍ରଶାନ୍ତ ଘରେ ଏନଆଇଏ ଟିମ୍‌

ବାଲେଶ୍ୱର: ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଲେ ଏନଆଇଏ ଚିମ୍ । ପହଲଗାମ ଆକ୍ରମଣରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ବାଲେଶ୍ୱରର ଇସାଣୀ ଗାଁରେ ଏନଆଇଏ ଟିମ୍ ପହଞ୍ôଚ ତଦନ୍ତ କରୁଛି । ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛି ଏନଆଇଏ ଟିମ୍ । ଆତଙ୍କବାଦୀ ଆକ୍ରମଣର ଥିଲେ ପ୍ରତ୍ୟକ୍ଷଦର୍ଶୀ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking