15.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଶହେ ସ୍ଥାନରେ ଏନଆଇଏର ରେଡ୍‌

ଶହେ ସ୍ଥାନରେ ଏନଆଇଏର ରେଡ୍‌

ଜମ୍ମୁ-କାଶ୍ମୀର: ଜମାତ-ଏ-ଇସଲାମୀ ସଂଗଠନରେ ଏନଆଇଏ ରେଡ୍ । ଜମ୍ମୁ-କାଶ୍ମୀରର ୧୦୦ଟି ସ୍ଥାନରେ ଏନଆଇଏ ରେଡ୍ । ପୁଞ୍ଚଽ, ତ୍ରାଲ, ପୁଲୱାମା, କୁପୱାଡା, ସୋପାର, ଅନନ୍ତନାମ, ହନ୍ଦୱାଡା, ବାରାମଲାରେ ଏନଆଇଏର ଯାଞ୍ଚ ଜାରି ରହିଛି । ଓଜିଡବ୍ଲୁ ସହ ଏହି ସଂଗଠନ ସାମିଲ ଥିବା ସୂଚନା ମିଳିଛି । ରେଡ୍ ବେଳେ ଦେଶ ବିରୋଧୀ ସାମଗ୍ରୀ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking