24.1 C
Bhubaneswar
Monday, February 2, 2026
Homeଓଡିଶାମାଲକାନଗିରିରେ ଏନଆଇଏ ରେଡ

ମାଲକାନଗିରିରେ ଏନଆଇଏ ରେଡ

ମାଲକାନଗିରି:  ମାଲକାନଗିରିରେ ଏନଆଇଏ ରେଡ କରିଛି । ସୂଚନା ଅନୁସାରେ ମାଲକାନଗିରି ମୋଟୁ ଥାନା ଅନ୍ତର୍ଗତ  ଅନ୍ତପାଲି ଗାଁରେ ରେଡ କରିଛି ଏନଆଇଏ । ଭୋର ୩ଟାରୁ ଆସି ଛାପା ମାରିଛି ହାଇଦ୍ରାବାଦର ଏନଆଇଏ ଟିମ । ବିଏସଏଫ ଓ ଡିଭିଏଫ ସହାୟତାରେ ଚଢାଉ କରାଯାଇଥିବା ସୂଚନା ମାଓ କାଯ୍ୟକଳାପ ସମ୍ପୃକ୍ତି  ନେଇ ରେଡ କରାଯଆଉଥିବା ସୂଚନା । ମାଲକାଲଗିରି ସମେତ ସୁକୁମାରରେ ମଧ୍ୟ  ଏକକାଳୀନ ରେଡ କରିଛି ଏନଆଇଏ ।  ସୁକୁମାର ସହରର ଦୁଇଟି ସ୍ଥାନରେ  ଏହି ରେଡ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking