27.1 C
Bhubaneswar
Wednesday, December 24, 2025
Homeଓଡିଶାଏନଏଚଆରସିକୁ ଗଲା କିସ ମାମଲା

ଏନଏଚଆରସିକୁ ଗଲା କିସ ମାମଲା

ଭୁବନେଶ୍ୱର: କିସ ଛାତ୍ର ମୃତ୍ୟୁ ମାମଲାରେ ଆକ୍ସନ ଟେକେନ ରିପୋର୍ଟ ମାଗିଲା ଜାତୀୟ ମାନାବାଧିକାର କମିଶନ । ଆସନ୍ତା ୨ ସପ୍ତାହ ଭିତରେ ରିପୋର୍ଟ ଦେବା ପାଇଁ କିଟ କୁଳପତି ଏବଂ କମିଶନରେଟ ପୋଲିସଙ୍କ ନିର୍ଦ୍ଦେଶ ରହିଛି । କିସରେ ପଢୁଥିବା କେନ୍ଦୁଝର ଛାତ୍ର ମୃତ୍ୟୁ ଘଟଣାକୁ ତଦନ୍ତ ପରିସରଭୁକ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ମୃତ ଛାତ୍ରଙ୍କ ପରିବାର ଲୋକେ ଏବଂ ପୋଲିସକୁ କିସ କର୍ତ୍ତୃପକ୍ଷ ଭ୍ରମିତ କରୁଥିବା ନେଇ ଅଭିଯୋଗ ରହିଥିଲା । ଏପରିକି ହସ୍ପିଟାଲରୁ ମୃତଦେହ ପରିବାର ନେବା ବେଳେ ପରିବାରକୁ ମୃତ୍ୟୁ କାରଣ ସଂପର୍କରେ ସୂଚନା ଦିଆଯାଇନଥିଲା । ବରଂ ମୃତ୍ୟୁ ନେଇ ତଥ୍ୟ ଲୁଚାଯାଉଥିଲା । ତେଣୁ ଏହି ମାମଲାରେ ଏନଏଚଆରସି ହସ୍ତକ୍ଷେପ ଲାଗି ନିବେଦନ କରାଯାଇଥିଲା । ଏମିତିକି ଏହି ଘଟଣା ପରଠୁ ୩ଟି ଆତ୍ମହତ୍ୟା ମାମଲା ସଂପୃକ୍ତ ଅନୁଷ୍ଠାନରେ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking