କଟକ: ନବବଧୂଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଛି । ଗୋବିନ୍ଦପୁର ଥାନା ତୁଣ୍ଡା ଗାଁରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ହତ୍ୟା ଅଭିଯୋଗ କଲେ ବାପ ଘର ଲୋକେ । ଝିଅ ଘରର ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ସ୍ୱାମୀଙ୍କୁ ଅଟକ ରଖିଛି । ଶାଶୁ , ଶ୍ୱଶୁର ଘଟଣାସ୍ଥଳରୁ ଫେରାର ଅଛନ୍ତି । ଝିଅର ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି ।










