27.1 C
Bhubaneswar
Wednesday, February 4, 2026
Homeଓଡିଶାନବଜାତ ଶିଶୁ କନ୍ୟା ଉଦ୍ଧାର, ପରିଚୟ ଅସ୍ପଷ୍ଟ

ନବଜାତ ଶିଶୁ କନ୍ୟା ଉଦ୍ଧାର, ପରିଚୟ ଅସ୍ପଷ୍ଟ

ଯାଜପୁର: ବେଟି ବଞ୍ଚାଅ ଅଭିଯାନ କାଗଜ କଲମରେ ସୀମିତ ରହିଚି ଶିଶୁ କନ୍ୟା ଜନ୍ମ କୁ ଅବଳିତ କାରା ଯାଉଚି ଶିଶୁ କନ୍ୟା କୁ ଜନ୍ମ ଦେଇ ଥିବା ପିତା ମାତା ମାନେ ନିର୍ମମ ଭାବରେ ପୋପଡ଼ି ଦେଉ ଥିବାର ଦେଖି ବାକୁ ମିଲୁ ଛି ତାହର ଦୃଷ୍ଟାନ୍ତ ଯାଜପୁର ଥାନା ଅଂଚଳ ରେ ଦେଖିବାକୁ ମିଳୁଛି l ଯାଜପୁର ଥାନା ପାଇକରା ଗ୍ରାମ ନିକଟ ରୁ ମିଳିଛି କେହି ଶିଶୁ କନ୍ୟା ର ଜନ୍ମ ଦାତ୍ରୀ ଶିଶୁ କନ୍ୟା ଟି କୁ ନିର୍ଦେୟ ଭାବ ରେ ପାଇକରା ଗ୍ରାମ ର ଜଣେ ଲୋକ ଘର ପାଖରେ ଛାଡି ଦେଇ ଚାଲି ଯାଇ ଥିଲେ l ଏ ସଂପର୍କ ରେ ଯାଜପୁର ରୋଡ ଥାନା କୁ ଅବଗତ କାରା ଯାଇ ଥିଲା l ଯାଜପୁରରୋଡ ପୋଲିସ ଘଟଣା ସ୍ଥଳରେ ପହଁଚି ଶିଶୁ କନ୍ୟା ଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦାନଗଦି ଡ଼ାକ୍ତରଖାନାରେ ରେ ଭର୍ତ୍ତି କରି ଥିଲା l ସେଠାରେ ଶିଶୁ କନ୍ୟା ର ଅବସ୍ଥା ଗୁରୁତର ହେବାରୁ କଟକ ଶିଶଭବନ କୁ ସ୍ଥାନାନ୍ତରିତ କାରା ଯାଇଚି l ଶିଶୁ କନ୍ୟା ର ପରିଚୟ ମିଳି ନାହିଁ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking