20.1 C
Bhubaneswar
Saturday, December 6, 2025
Homeଓଡିଶାମାସ ଶେଷ ସୁଦ୍ଧା ନୂଆ ଅବକାରୀ ନୀତି

ମାସ ଶେଷ ସୁଦ୍ଧା ନୂଆ ଅବକାରୀ ନୀତି

ଭୁବନେଶ୍ୱର: ମାସ ଶେଷ ସୁଦ୍ଧା ନୂଆ ଅବକାରୀ ନୀତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଦୁଇ ରାଜ୍ୟକୁ  ଗସ୍ତ କରି  ଫେରିଛନ୍ତି  ପ୍ରତିନିଧି ଦଳ ।  ଦିନେ , ଦୁଇଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଯିବ । ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking