27.1 C
Bhubaneswar
Monday, March 30, 2026
Homeଓଡିଶାକହ୍ନେଇପୁରରେ ବିଘ୍ନ ବିନାଶକଙ୍କର ନୂତନ ମନ୍ଦିର ପ୍ରତିଷ୍ଠା

କହ୍ନେଇପୁରରେ ବିଘ୍ନ ବିନାଶକଙ୍କର ନୂତନ ମନ୍ଦିର ପ୍ରତିଷ୍ଠା

ଯାଜପୁର : ଯାଜପୁରରୋଡ ସହର ବା ବ୍ୟାସନଗର ସହର ରେ ଧର୍ମୀୟ ଭାବନା ଜାଗ୍ରତ ହେଉଛି ସହର ବିଭନ୍ନ ଅଂଚଳ ରେ ବିଭନ୍ନ ଦେବି ଦେବା ଙ୍କ ମନ୍ଦିର ନିର୍ମାଣ କାରା ଯାଇ ପ୍ରତିମା ପ୍ରତିଷ୍ଠା କାରା ଯାଉଛି । ଧର୍ମ ସମ୍ମିଳନୀ ସତ୍ ସଂଗ ମହା ଯଜ୍ଞ ପ୍ରବଚନ ହରି ନାମ ରେ ସମଗ୍ର ସହର ରେ ଧର୍ମୀୟ ବିଶ୍ୱାସ ଜାଗ୍ରତ ହେଉଛି ସତ ପଥ ରେ ଅନୁଗାମୀ ହେଵ ପାଇଁ ସର୍ବ ଅଗ୍ର ପୁଜା ଗଣପତି ଙ୍କ ଏକ ଭବ୍ୟ ମନ୍ଦିର କନେଇ ପୁର ଠାରେ ପ୍ରଷ୍ଟିତା କାରା ଯାଇଚି ବ୍ୟାସନଗର ପୌରପରିଷଦ ଅଧିନସ୍ଥ କହ୍ନେଇପୁର ଠାରେ ୧୯, ୧ ଠାରୁ ୨୨ ,୧ ରିଖ ୪ ଦିନ ଧରି ଚନ୍ଦ୍ରଶେଖର ମହାଦେବଙ୍କ ପୀଠ ପରିସରେ ବିଘ୍ନ ବିନାଶକ ଶ୍ରୀ ଶ୍ରୀ ଗଣପତିଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାର୍ଶ୍ବ ପ୍ରଦତ୍ତ ଅନୁଯାଇ ଅନୁଷ୍ଠିତ ହୋଇ ଯାଇଛି । ଗଣପତୀଙ୍କର ବିଧି ଅନୁଯାଇ ସୋଡ଼ଶ ଉପଚାର ପୂଜା ବଡ଼ ସିଂହାର ବେଶ ଚଣ୍ଡି ପାଠ ୪ ଦିନ ବ୍ୟାପି ଅନୁଷ୍ଠିତ ହୋଇ ଥିଲା ।ବହୁ ଶ୍ରଦ୍ଧାଳୁ ମନ୍ଦିର କୁ ଅସି ଗଣପତୀଙ୍କୁ ଦର୍ଶନ କରି ପୁଜା କରିବା ସଙ୍ଗେ ଗଣପତୀଙ୍କ ର ଆଶ୍ରିବାଦ ନେଇ ଥିଲେ। ଉକ୍ତ ଅଂଚଳ ରେ ଭଜନ କ୍ରିତନ୍ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking