21.1 C
Bhubaneswar
Monday, February 2, 2026
Homeଓଡିଶାମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ: ମୋକିମ

ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ: ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ ବଡ ସୂଚନା ଦେଇଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ ।  ନୂଆ ଦଳ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛିା ଆସନ୍ତା ୧୨ ତାରିଖରେ  ଯୁବ ସମାବେଶରେ ଏକାଠି ହେବେ ବିଭିନ୍ନ ଯୁବକ । ଉପକୂଳ ଓଡିଶାର ଅନେକ  ଯୁବ ନେତା  ମାର୍ଚ୍ଚ ଶେଷ ସୁଦ୍ଧା ଦଳ ଘୋଷଣା ହେବ କହିଲେ ମୋକିମ । ସୂଚନାଥାଉକି, ମୋକିମଙ୍କୁ  ଏଆଇସିସି ଦଳରୁ ବହିଷ୍କାର କରିବା ପରେ ନୂଆ ଦଳ ଗଢିବା ନେଇ ଚର୍ଚ୍ଚା ଧୋର ଧରୁଛି । ତେବେ ଆଗକୁ କେଉଁ ଦଳ ଗଢିବେ ମୋକିମ  , କେଉଁ ନେତା ନୂଆ ଦଳରେ ସାମିଲ ହେବେ ତାହା ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking